ସାମ୍ବାଦିକଙ୍କୁ ଦୁର୍ବବ୍ୟବହାର ନେଇ ଗୃହରେ ହୋହାଲା କଲେ ବିରୋଧୀ
ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ ) ସାମ୍ବାଦିକଙ୍କୁ ଦୁର୍ବବ୍ୟବହାର ପ୍ରସଙ୍ଗ ଉଠିସଲା ବିଧାନସଭାରେ । କେନ୍ଦ୍ରାପଡା ଏସିପି ନୀତିଶେଖରଙ୍କତ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠଆନ ଦାବି କରିଛନ୍ତି ବିରୋଧୀ ଦଳର ନେତା । ଏହି ସ୍ପର୍ଶକାତର ବିଶୟକୁ ନେଇ ବିଧାନସଭାରେ ହୋ ହାଲା କରିବାସହ ସରକାର ବିରୋଧୀ ନାରା ଦେଇଛନ୍ତି ବିରୋଧୀ ସରକାର । ସେମାନେ ଦାବି କରିଛନ୍ତି ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଆଇନ ଆଣନ୍ତୁ ସରକାର । ବାଚସ୍ପତିଙ୍କ ରୁଲିଙ୍ଗ ଦାବି କରି ସଦସ୍ୟମାନେ ଗୃହରେ ହୋହାଲା କରିଛନ୍ତି ।


