ସାରା ରାଜ୍ୟ ରେ ଲାଗି ରହିଛି ବର୍ଷା ,୮ଟି ଜିଲ୍ଲା ରେ ପ୍ରବଳ ବର୍ଷିବ

ସାରା ରାଜ୍ୟ ରେ ଲାଗି ରହିଛି ବର୍ଷା ,୮ଟି ଜିଲ୍ଲା ରେ ପ୍ରବଳ ବର୍ଷିବ

ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ଲୋ ପ୍ରେସରର ରୂପ ନେଇସାରିଛି । ଫଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅବପାତ ର ରୂପ ନେଇ ଉତ୍ତର ଓଡିଶା ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ନବରଙ୍ଗପୁରରେ ସର୍ବାଧିକ ୭୦ ମି.ମି ବର୍ଷା ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ୨୦.୬ ମି.ମି ବର୍ଷା ହେଉଥିବା ରେକର୍ଡ କରିଛି ପାଣିପାଗ ବିଭାଗ । ଏହି ସମୟ ରେ ସମୁଦ୍ର ଅଶାନ୍ତ ହୋଇଥିବାରୁ ମତ୍ସଜୀବି ମାନଙ୍କୁ ସମୁଦ୍ର ମଧ୍ୟ କୁ ନଯିବା କୁ ବାରଣ କରାଯାଇଛି । ଅଧିକ ବର୍ଷା କୁ ଦୃଷ୍ଟି ଆଗରେ ରଖି ୮ ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡା, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ରେଡ ୱାରନିଂ ଜାରି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ