ସାହିତ୍ୟିକ ଜନାର୍ଦନ ପରିଡାଙ୍କ ବିୟୋଗରେ ଜନଶକ୍ତିିପାର୍ଟିର ଶୋକ
କେନ୍ଦ୍ରାପଡା , (ଯୁଗାବ୍ଦ ନ୍ୟୁଜ): ବରିଷ୍ଠ ସାହିତ୍ୟିକ ତଥା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ଗ୍ରାମର ସତୀର୍ଥ ସାହିତ୍ୟ ଅନୁଷ୍ଠାନର ସଭାପତି ଜନାର୍ଦ୍ଦନ ପରିଡାଙ୍କ ବିୟୋଗରେ ଜନଶକ୍ତି ପାର୍ଟିର ରାଜ୍ୟ ସଭାପତି ତଥା ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର ଦାଶ ଗଭୀର ଶୋକବ୍ୟକ୍ତ କରି ସୂର୍ଗତ ପରିଡାଙ୍କ ବିୟୋଗରେ ଜଣେ ସୁସାହିତ୍ୟିକଙ୍କୁ ହରାଇଲେ ବୋଲି ମତବ୍ୟକ୍ତ କରିଛନ୍ତ । ସୂର୍ଗତ ପରିଡାଙ୍କର ୭୫ବର୍ଷ ବୟସରେ ତାଙ୍କ କୋରୋସ୍ଥିତ ବାସଭବନରେ ଶୁକ୍ରବାର ବିଳମ୍ବିତ ରାତିରେ ହୃ୍ଘାତରେ ପରଲୋକ ହୋଇଯାଇଛି ।