ସିବିଏସଇ ଦ୍ୱାଦଶ ପରୀକ୍ଷା କାର୍ଯ୍ୟସୂଚୀ

ଭୁବନେଶ୍ୱର: ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଜୁଲାଇ ୧ରେ ହୋମ ସାଇନ୍ସରୁ ବାକିଆ ପରୀକ୍ଷା ଆରମ୍ଭ ହେବ । ଜୁଲାଇ ୧୩ରେ ସୋସିଓଲୋଜିରେ ବାକିଆ ପରୀକ୍ଷା ଶେଷ ହେବ । ତେବେ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ସିବିଏସଇ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି ।
– ସବୁ ପରୀକ୍ଷାର୍ଥୀ ସ୍ୱଚ୍ଛ ବୋତଲରେ ନିଜ ସାନିଟାଇଜର ଆଣିବେ ।
– ନାକ,ମୁହଁ ଘୋଡ଼ାଇବା ପାଇଁ ସମସ୍ତେ ମାସ୍କ ବ୍ୟବହାର କରିବେ ।
– ସାମାଜିକ ଦୂରତ୍ୱ ରଖିବେ, ପିଲା ଅସୁସ୍ଥ ନଥିବା ଅଭିଭାବକ ଜଣାଇବେ ।
– ୧୦ରୁ ୧୦ଟା ୧୫ରେ ଖାତା ଓ ୧୦ଟା ୧୫ରେ ପ୍ରଶ୍ନପତ୍ର ଦିଆଯିବ ।
– ୧୦ଟା ୧୫ରୁ ୧୦ଟା ୩୦ ଯାଏ ପିଲା ପ୍ରଶ୍ନପତ୍ର ପଢିବେ ।
– ୧୦ଟା ୩୦ରେ ପିଲାଙ୍କୁ ଉତ୍ତର ଲେଖିବାକୁ ଅନୁମତି ମିଳିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ