ସିରିଜ ହାତେଇବା ଲକ୍ଷରେ ଭାରତ

(ଯୁଗାବ୍ଦ ନ୍ୟୁଜ) : ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି ଭାରତ ଓ ୱେଷ୍ଚଇଣ୍ଡିଜ୍‌ ମଧ୍ୟରେ ନିର୍ଣ୍ଣାୟକ ଲଢେଇ । ତେବେ ଆଜିର ମ୍ୟାଚ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ଉଭୟ ଦଳ । ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି ନେଇଛି । ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ତିନି ଟିକିଆ ସିରିଜରେ ଉଭୟ ଟିମ୍ ୧-୧ସ୍ଥିତିରେ ରହିଛନ୍ତି । ଆଜିର ମ୍ୟାଚ ବିଜୟୀ ଦଳ ହିଁ ସିରିଜ ବିଜୟୀ କରିବ । ଏଥିପାଇଁ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ