ସୀତାରାମ ନବରାତ୍ର ଉତ୍ସବରେ ଯୋଗଦେଲେ ଡ଼. ତିରୁପତି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶିନଗର ବ୍ଲକ ହାଡୁଭାଙ୍ଗି ଗ୍ରାମ ପଞ୍ଚାୟତର ହାଡୁଭାଙ୍ଗି ଗ୍ରାମରେ ଶ୍ରୀ ଶ୍ରୀ ଶ୍ରୀ ସୀତାରାମ ନବରାତ୍ରି ଉତ୍ସବ ମହା ସମାରୋହରେ ଆରମ୍ଭ ହୋଇଯାଇଛି. ଏହି ଉତ୍ସବରେ ଗତକାଲି ସନ୍ଧ୍ୟାରେ ବରିଷ୍ଟ ନେତା ତଥା ହାଇଟେକ୍କ ଗ୍ରୁପ ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ବିଜେଡ଼ି ଯୁବନେତା ଇଂ. ରୂପେଶ ପାଣିଗ୍ରାହୀ, ଆରଏମସିଏସ ଅଧ୍ୟକ୍ଷ ଏସ. ଗଜପତି ରାଓ, କାଶିନଗର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବଲ୍ଲା ସାୟମ୍ମା, ଗୋଷାଣି ବ୍ଲକ ଅଧ୍ୟକ୍ଷ ଏନ. ବୀରରାଜୁ ,ଜିଲ୍ଲାପରିଷଦସଦସ୍ୟଏସ.ବାଳରାଜୁ,କାଶିନଗର ବିଜେଡ଼ି ସଭାପତି ଶ୍ରୀ ଅଖିଳ ପାତ୍ର, ସ୍ଥାନୀୟ ନେତା ଓ ଜନସାଧାରଣ ପ୍ରମୁଖ ଯୋଗଦେଇଥିଲେ । ଏମାନେ ସୀତାରାମଙ୍କୁ ଦର୍ଶନ କରି ପୂଜାଅର୍ଚ୍ଚନା କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ