ସୁଇପ୍ଟି ଡିଜିଆର ଗାଡିରୁ ୯ ଲକ୍ଷ ଉଦ୍ଧ ଟଙ୍କା ଜବତ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବାଇପାସ ନିକଟକୁ ମାରୁତି ସୁଇପ୍ଟି ଡିଜିଆର ଗାଡିରୁ ୯ ଲକ୍ଷ ଉଦ୍ଧ ଟଙ୍କା ଜବତ । ଜବତ କଲା ପଟ୍ଟାମୁଣ୍ଡାଇ ଫ୍ଲାଇ ସ୍କାଡ଼ ଟିମ୍ । ସୂଚନା ମୁତାବକ ଆଳି ବ୍ଲକ ର କଅଁରପୁର ଗାଁ ର ବସନ୍ତ ଦାସ ଗାଡି ରେ ଟଙ୍କା ନେଇ ଯାଉଥିଲେ । ପଟ୍ଟାମୁଣ୍ଡାଇ ଥାନାରେ ବସନ୍ତ ଙ୍କୁ ଅଟକ ରଖି ତନାଘନା ଜାରି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ