ସୁକାନ୍ତି ମିଶ୍ରଙ୍କୁ ଝାନସୀ କୀ ରାନୀ ସମ୍ମାନ
ସୁକାନ୍ତି ମିଶ୍ରଙ୍କୁ ଝାନସୀ କୀ ରାନୀ ସମ୍ମାନ
ଭୂବନେଶ୍ୱର (ଯୁଗାବ୍ଦ ନ୍ୟୁଜ )ମୁମ୍ବାଇର ଥାନେ ଠାରେ ଆଣ୍ଟିକରପସନ ଇଣ୍ଟେଲିଜେନ୍ସ କମିଟି ଓ କେନ୍ଦ୍ରିୟ ଦୁର୍ନିତି ନିବାରଣ କମିଶନ ତରଫରୁ ଆୟୋଜିତ ଝାନସୀ କି ରାନୀ ସମ୍ମାନ ଉତ୍ସବରେ ସୁକାନ୍ତ ମିଶ୍ରଙ୍କୁ ସମ୍ମାନିତ କରାଯାଇଛି । ସୁକାନ୍ତ ମିଶ୍ର ଏକାଧାରରେ ଜଣେ ସାମ୍ବାଦିକ,ସମାଜସେବୀ ଓ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ସମ୍ପାଦିକା ଭାବେ ନିରବଛିନ୍ନ ଭାବେ ଦିର୍ଘ ଦିନ ଧରି କାର୍ଯ୍ୟ କରିଥିବାରୁ ସୁକାନ୍ତ ମିଶ୍ରଙ୍କୁ ମର୍ଯ୍ୟଦା ପ୍ରଦାନ କରାଯାଇଛି ।


