ସୁଖିଲା ଖାଦ୍ୟ ବାଣ୍ଟିଲେ ସାମ୍ବାଦିକ ଓ ସୁଚା ସେବୀ

ଗଜପତି,(ଅଂଶୁମାନ ପଣ୍ଡା):ମୋହନା ବ୍ଲକର କିଛି ଦୃଗମ ଅଞ୍ଚଳରେ ଲୋକ ମାନଙ୍କ ମନରେ ଲାଗିରହିଛି ଭୟ ଆଉ ସେଇ ଭୟ କୁ ନ ଡରି ଘରେ ରହିବା ହାତଧୁଇବା ନିଜ ଭିତରେ ଦୂରତା ରଖିବା ପାଇଁ ଲୋକଙ୍କୁ ବୁଝାଇବା ସହ ସେମାନଙ୍କୁ  ସୁଖିଲା ଖାଦ୍ୟ ବଣ୍ଟା ଯାଇଥିଲା ଅଡବାରେ ଗୋଟେ ଗରିବ ପରିବାର ତଙ୍କୁ ମେଳିନୀ ଆବାସ ଯୋଜନା ଗୋଟେ ଚାଳ ଘରେ କାଟୁଛନ୍ତି ୫ଜଣ ତାଙ୍କୁ ସୁଖିଲା ଖାଇବା,ଅର୍ଥ କିଛି ଦିଆଗଲା ସେପରିବଜାର ରେ ଗୋଟିଏ ପରିବାରରେ ରହୁଥିବା ୫ଜଣକୁ ମଧ୍ୟ୍ୟ ଚାଉଳ ଡାଲି ପରିବା ଅଟା ଦିଆଯିବା ସହ ଝିଲିକି ଗାଁ ରେ ୬ପରିବାର ଗରିବ ଙ୍କୁ ଖାଦ୍ୟ ବଣ୍ଟାଯାଇଥିଲା ତଳ ଦମଦୁଆ ଗାଁ ରେ୧୫ପରିବାରଙ୍କୁ ଖାଦ୍ୟ ଦିଆ ଯାଇଥିଲା କିରିମ୍ବା ରେ୮ପରିବାର ଘସାପଦା ରେ୫ପରିବାର ଙ୍କୁ ଦେବା ସହ ଗତ ବର୍ଷ ଡ଼ିସେମ୍ବର ମାସରେ୧୧କେବି ତାର ଲାଗି ଦୁଇଟି ହାତ ହରାଈ ଥିବା ଛାତ୍ର ଙ୍କ ପରିବାର କୁ ସରକାର ସହାୟତା ନ ମିଳିଥିବାରୁ ସାମ୍ବାଦିକ ସଙ୍ଘ ମୋହନା ପକ୍ଷ୍ୟ ରୁ ଖାଦ୍ୟ ଓ କିଛି ଅର୍ଥ ଦିଆଯାଇଥିଲା ସୂଚା ସେବୀ ମନ୍ମଥ ମିଶ୍ର, ଇପିଲି ଦିଲୀପ କୁମାର, ବିପ୍ର ଗୌଡ଼ ପକ୍ଷରୁ ସାନିଟାଇସାଇ ବଣ୍ଟା ଯାଇଥିଲା ଅଡ ବା ଥାନା ଅଧିକାରୀ ଦାଇତ୍ୱ ରେ ଥିବା ଆଲକରଞ୍ଜନ ଜଗଦଲା,ଅଂଶୁମାନ ପଣ୍ଡା, ପଞ୍ଚା ଦାସ, ମୋହନ ଗୌଡ଼ ବୁଡୁ ଗୌଡ଼, ଶଙ୍କର ପାତ୍ର, ଲଷ୍ମୀ ଭାଇ, ଦିବାକର ଭାଇ ଉପସ୍ଥିତ ରେ ସମସ୍ତଙ୍କୁ ଖାଦ୍ୟ ବଣ୍ଟା ଯାଇଥିଲା ସେପରି ରାୟଗଡ଼ା ଜିଲାରୁ ଆସି ଫସି ରହିଥିବା ଯାଯାବର ୨୧ ମାନଙ୍କୁମଧ୍ୟ୍ୟ ଚୁଡା ଅଟା, ଓ କିଛି ଅର୍ଥ ସହଯୋଗ ଯାଇଥିଲା ପ୍ରକାଶ ଥାଉକି ବର୍ତମାନସୁଧା କୌଣସି ଜିଲ୍ଲା ପ୍ରଶାସନ ପହଂଚି ନଥିଲା ଗୋଟିଏ ଜାଗାରେ ୧୦୦ଜଣକୁ ଖାଦ୍ୟ ଗୋଟେ ସମୟ ଦେବା ଓ ରାତିରେ ଭୁକରେ ରଖିବା କେତେ ଠିକି ତା ଏବେ ଦୁଃଖ ର ବିଷୟ ପାଲଟିଛି ସେଠି ସାମ୍ବାଦିକ ଦେଇଛନ୍ତି ଅଟା, ଚୁଡା ରାତ୍ର ପାଇଁ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ