ସୁନ୍ଦରାପାଳ ଲକ୍ଷ୍ମୀନାରାୟଣ ମନ୍ଦିରରେ ରାହାସ ପୁର୍ଣ୍ଣୀମା

ହାଟଡ଼ିହି, (ବିକାଶ ବିଶ୍ୱାଳ):ସୁନ୍ଦରାପାଳ ଠାରେ ଥିବା ଲକ୍ଷ୍ମୀନାରାୟଣ ମନ୍ଦିରରେ ରାହାସ ପୁର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି । ବଡି ଭୋର ସମୟରୁ ମନ୍ଦିରରେ ସମସ୍ତ ନୀତିକାନ୍ତି ଅନୁଯାଇ ପଣ୍ଡିତ ପଞ୍ଚାନନ ପଣ୍ଡା ଓ ପ୍ରଭୂକଲ୍ୟାଣ ପଣ୍ଡାଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିବାବେଳେ ଅଲେଖ ଚନ୍ଦ୍ର ମଲ୍ଲିକ କର୍ତ୍ତା ଭାବେ ପୂଜାକାର୍ଯ୍ୟରେ ସାମିଲ ହୋଇଥିଲେ । କୋଭିଡ-୧୯କଟକଣା କୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁ ମାନେ ଜଣେ ପରେ ଜଣେ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ସହ ପ୍ରସାଦ ସେବନ କରୁଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ