ସୁପର ସଣ୍ଡେ ରେ ସୁପର ମ୍ୟାଚ

୨୦୧୯ ଆଇପିଏଲ ଫାଇନାଲ ରେ ପ୍ରବେଶ କରିଛି ଚେନ୍ନାଇ ସୁପର କିଙ୍ଗ । ଶୁକ୍ରବାର ଅନୁଷ୍ଠିତ ଦ୍ୱିତୀୟ କ୍ୱାଲିଫାୟାରା ରେ ଦିଲ୍ଲୀ କାପିଟାଲ କୁ ମାତ ଦେଇ ଆଇପିଏଲ ଫାଇନାଲ ରେ ସ୍ଥାନ ପକ୍କା କରିଛି ସିଏସକେ ଅପର ପକ୍ଷରେ ଦିଲ୍ଲୀ ପ୍ରଥମ ଥର ପାଇଁ ଫାଇନାଲ ଯିବାକୁ ଯେଉଁ ସ୍ୱପ୍ନ ଦେଖିଥିଲା ତାହା ଆଜି ଧୂଳିସାତ ହୋଇଯାଇଛି । ରବିବାର ହାଇଦ୍ରାବାଦ ରେ ଫାଇନାଲ ମୁକାବଲା ରେ ଚେନ୍ନାଇ ସୁପର କିଙ୍ଗ ଓ ମୁମ୍ବାଇ ଇଣ୍ଡିଆନଓ ମଧ୍ୟରେ ମହା ମୁକାବଲା ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ