ସୁପର ସନଡେ ର ସୁପର ମ୍ୟାଚ
ଆଇପିଏଲ-୨୦୧୯ର ଆଜି(ରବିବାର)ରେ ଦୁଇଟି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚ୍ ଅପରାହ୍ନ ୪ଟା ସମୟରେ କଲକାତା ନାଇଟ ରାଇଡରସ୍ ଓ ଚେନ୍ନଇ ସୁପର କିଙ୍ଗସ୍ ମଧ୍ୟରେ କଲକାତାର ଇଡେନ ଗାର୍ଡେନ ଗ୍ରାଉଣ୍ଡରେ ଖେଳାଯିବାକୁ ଥିଲା ବେଳେ ଦ୍ୱିତୀୟ ମ୍ୟାଚଟି ରାତି ୮ଟା ସମୟରେ ହାଇଦରାବାଦର ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ସନରାଇଜରସ୍ ହାଇଦରାବାଦ ଓ ଦିଲ୍ଲୀ କ୍ୟାପିଟାଲସ୍ ମଧ୍ୟରେ ଅନୁଷ୍ଠିତ ହେବ। ପ୍ରଥମ ମ୍ୟାଚରେ ଟସ ଜିତି ଚେନ୍ନାଇର ଫିଲ୍ଡଂ ନିଷ୍ପତ୍ତି ।