ସୁମନ ଯୋଜନାରେ ଗର୍ଭବତୀଙ୍କ ସୁବିଧା
ନୂଆଦିଲ୍ଲୀ, ଗର୍ଭବତୀ ମହିଳା ମାନଙ୍କର ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଏକ ନୂତନ ଯୋଜନା ପ୍ରସ୍ତୁତ କରାଯାଇଛି । ଏହି ଯୋଜନାରେ ଗର୍ଭବତୀ ମହିଳା ମାନଙ୍କୁ ସମସ୍ତ ସରକାରୀ ସୁବିଧା ସହ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ । ବର୍ତ୍ତମାନ ଦେଶରେ ୮୦ ପ୍ରତିଶ୍ତ ଅଭି ମହିଳା ଓ ଡାକ୍ତରଙ୍କ ଦ୍ୱାରା ମହିଳା ମାନେ ପ୍ରସବ ହେଉଥିବା ବେଳେ ଏହାକୁ ଶତ ପ୍ରତିଶତରେ ପୂରଣ କରିବା ନିମନ୍ତେ ମୋଦି ସରକାର ସୁମନ ଯୋଜନା ଆରମ୍ଭ କରିଛନ୍ତି ।ଏହା ସହ ଏହି ଯୋଜନାରେ ପ୍ରସୂତି ନବଜାତ ଶିଶୁ ସମେତ ମାକୁ ୬ ମାସ ପର୍ଯ୍ୟନ୍ତ ସମସ୍ତ ଚିକିତ୍ସା ଯୋଗାଇଦିଆଯିବ ।