ସୁରକ୍ଷାକର୍ମୀ -ଆତଙ୍କବାଦୀ ମୁହାଁମୁହିଁ : ଉଭୟ ପଟୁ ଗୁଳି ବର୍ଷଣ ଜାରି

ଶ୍ରୀନଗର : ଜାମ୍ମୁ-କାଶ୍ମୀରରେ ଯବାନ ଓ ଆତଙ୍କବାଦୀ ମାନଙ୍କ ମଧ୍ୟରେ ଉଭୟ ପଟୁ ଗୁଳିବର୍ଷଣ ଜାରି ରହିଛି । ପୁଲୱାମାର ଲାସିପୋରାରେ ସୁରକ୍ଷାକର୍ମୀ ଓ ଯବାନ ମାନେ ମୁହାଁମୁହିଁ ହୋଇଛନ୍ତି । କେହି ମୃତାହତ ହୋଇଥିବା କଥା କିଛି ଖବର ଜଣାପଡିନାହିଁ । ଗତ କିଛି ଦିନ ପୂର୍ବରୁ ସୋପିଆନ ରେ ସୁରକ୍ଷାକର୍ମୀ ଗୁଳିରେ ୨ ଆତଙ୍କୀ ନିପାତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ