ସୁରକ୍ଷା ଅନୁଷ୍ଠାନ ପାରଳାଖେମୁଣ୍ଡି ତରଫରୁ ମାକ୍ସ, ସାବୁନ ବଣ୍ଟନ

ମୋହନା,(ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ପାଣିଗଣ୍ଡା ପଞ୍ଚାୟତ ଡେଙ୍ଗମା ଗାଁ ରେ ୭୦ ପରିବାର କୁ ମାକ୍ସ ଓ ହାତ ଧୋଇବା ପାଇଁ ସାବୁନ ବାଣ୍ଟି ଥିଲେ ସରପଞ୍ଚ ଜନଦଳ ବେହେରା ସୁରକ୍ଷା ଅନୁଷ୍ଠାନ ର କର୍ମୀ ଦିଲ୍ଲୀପ କୁମାର ନାୟକ ଉପସ୍ଥିତ ରେ ଲୋକଙ୍କୁ ବାଣ୍ଟି ବା ସହ ସଚେତନ କରିଥିଲେ ନିଜ ଭିତରେ ଦୁରତା ରଖିବା ବାହାରକୁ ନ ବାହାରିବା କୁ ବୁଝାଇଥିଲେ ମାକ୍ସ ସବୁ ସମୟ ରେ ବ୍ୟବହାର କରିବା ସାବୁନ ରେ ହାତ ଧୋଇବା କହିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ