ସେବା ୟୁଥ୍ କ୍ଲବ ପକ୍ଷରୁ ଡାକ୍ତରଖାନା ସଫେଇ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତସ୍ଥିତ ସେବା ୟୁଥ୍ କ୍ଲବ ପକ୍ଷରୁ ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ସଫେଇ କରାଯାଇଛି । ଏହି କାର୍ଯ୍ୟରେ ଭିକି ବିଶ୍ୱାଳ, ଜ୍ୟୋତି ରଂଜନ ବାରିକ, ଟୁପୁନ୍ ବିଶ୍ୱାଳ, ଇଂ.ସୁଧାଂଶୁ ଶେଖର ନାୟକ, ଜ୍ୟୋତି ରଂଜନ ବିଶ୍ୱାଳ, ଦିବ୍ୟ ନାରାୟଣ ସ୍ୱାଇଁ, ସାନୁ ବାରିକ, ଅମରେନ୍ଦ୍ର ବାରିକ, ଦୀପକ ରଂଜନ ବାରିକ, ଯଯାତି ସାହୁ, ବାପୁନ ଜେନା, ଦୀପୁ, ରଘୁ ସାମିଲ ଥିଲେ ।


