ସେମିଫାଇନାଲ ମ୍ୟାଚ୍ ଅଧାରେ ଘାତକ ସାଜିଲା ବର୍ଷା
ଭାରତ ଓ ନ୍ୟୁଜଲାଣ୍ଡ ମଧ୍ୟରେ ମଞ୍ଚେଷ୍ଟର ଠାରେ ସେମିଫାଇନାଲ ମ୍ୟାଚ୍ ଚାଲିଥିବା ବେଳେ ଘାତକ ସାଜିଲା ବର୍ଷା । ନ୍ୟୁଜଲାଣ୍ଡ କ୍ୟାପଟନ କେନ୍ ୱିଲିୟମ୍ସନ୍ ଟଚ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ମ୍ୟାଚ୍ ଚାଲିଥିବା ସମୟରେ ଅଧାରୁ ଆରମ୍ଭ ହୋଇଯାଇଥିଲା ବର୍ଷା । ନ୍ୟୁଜଲାଣ୍ଡ ଟିମ୍ ୪୬.୧ ଓଭରରେ ୫ ଟି ୱିକେଟ୍ ହରାଇ ୨୧୧ ରନ କରିଥିଲା । ଆସନ୍ତାକାଲି କ୍ରିକେଟ ମ୍ୟାଚ୍ ି ୪୬.୧ ଓଭର ଠାରୁୁ ହିଁ ମ୍ୟାଚ୍ ଆରମ୍ଭ ହେବ ।