ସୋନିଆ ଗାନ୍ଧୀଙ୍କୁ ପ୍ରଶ୍ନକଲେ ଜେଡ଼ିୟୁ ନେତା ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ- ଏନ୍ଆର୍ସି ଉପରେ କାହିଁକି ଚୁପ୍ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବୋଲି ପ୍ରଶ୍ନକରିଛନ୍ତି ଜେଡ଼ିୟୁ ନେତା ପ୍ରଶାନ୍ତ କିଶୋର । ସେ ଏକ ସାକ୍ଷାତକାରରେ ପ୍ରଶ୍ନ କରିଛନ୍ତି ଯେ, ଏହି ପ୍ରସଙ୍ଗରେ ସୋନିଆ ଗାନ୍ଧୀ କାହିଁକି ନୀରବତା ଅବଲମ୍ବନ କରୁଛନ୍ତି। ଏନେଇ ବିଭିନ୍ନ ଧାରଣା ଏବଂ ପ୍ରଦର୍ଶନରେ ସୋନିଆ ଯୋଗଦେଉଥିଲେ ମଧ୍ୟ କୌଣସି ମନ୍ତବ୍ୟ ଦେଉ ନ ଥିବାରୁ କଂଗ୍ରେସର ମତାମତ ସମ୍ପର୍କରେ କିଛି ଜଣା ପଡୁ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ