ସୋସିଆଲ ମିଡିଆରେ ନିର୍ବାଚନ ପ୍ରଚାର କରିଲେ ହେବ ଆକ୍ସନ

ନିର୍ବାଚନ ପାଇଁ ପ୍ରଚାର ପ୍ରସାରରେ ମୂଖ୍ୟ ଭୂମିକା ଗ୍ରହଣ କରିଛି ସୋସିଆଲ ମିଡିଆ । ନିର୍ବାଚନରେ ବିଜୟଲାଭ କରି କ୍ଷମତାକୁ ଆସିବା ପାଇଁ ରାଜନୈତିକ ଦଳ ମାନେ ଆରମ୍ଭ କରିଦେଇଛନ୍ତି ଜୋରସୋର ଲଢେଇ । ନିର୍ବାଚନ ପାଇଁ ଆଚରଣ ବିଦ୍ଧି ଲାଗୁହେବା ପରେ ରାଜନୈତିକ ଦଳମାନେ ଆରମ୍ଭ କରିଦେଇଛନ୍ତି ସୋସିଆଲ ମିଡିଆ ରେ ପ୍ରଚାର ଓ ପ୍ରସାର । ଗତ ନିର୍ବାଚନ ସମୟରେ ସୋସିଆଲ ମିଡିଆରେ ବହୁତ ପ୍ରଚାର ହେବା ଓ ମତାମତ ସଂଗ୍ରହ କରିବା ପାଇଁ ସୋସିଆଲ ମିଡିଆ ବହୁତ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ନିର୍ବାଚନ ପାଇଁ ସୋସିଆଲ ମିଡିଆରେ କୈାଣସି ଜାତି ଧର୍ମ ଭାଷଣ ପୋଷ୍ଟ କରି ନିର୍ବାଚନରେ ପ୍ରଭାବିତ କରିବାକୁ ଚେଷ୍ଟା କରିବେ ସେମାନଙ୍କୁ ଆଇନ ଅନୁଯାୟୀ ଦଣ୍ଡ ଭୋଗିବାକୁ ପଡିବ । ଏହା ବ୍ୟତୀତ ସୋସିଆଲ ମିଡିଆ ୱାଟସ୍ଆପ୍ ଗ୍ରୁପ୍ ଓ ଫେସବୁକ ଟ୍ୱିଟର ,ଇଷ୍ଟାଗ୍ରାମ , ଗ୍ରୁଫ୍ ଆଡମିନ ବିରୋଦ୍ଧରେ ଆଚାର ସଂହିତା ଉଲ୍ଲଘଂନ ମାମଲା ରୁଜୁ କରାଯିବା ସହ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଭାରତ ବର୍ଷରେ ଅଧିକାଶ ଲୋକ ସୋସିଆଲ ମିଡିଆ ଉପରେ ଗୁରୁତ୍ୱ ଦିଆଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ