ସ୍କାଉର୍ଟ ଆଣ୍ଡ ଗାଇଡ୍ଡ ପକ୍ଷରୁ ଜନସାଧାରଣଙ୍କୁ ସଚେତନ ସହ ବିଶୋଧନ କାର୍ଯ୍ୟକ୍ରମ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଳା ମୋହନା ବ୍ଳକର ବିଭିନ୍ନ ପଂଚାୟତରେ ସ୍କାଉର୍ଟ ଆଣ୍ଡ ଗାଇଡ୍ଡ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରିବା ସହ ଗାଁ ଗୁଡିିକୁ ବିଷୋଧନ କରାଯାଇଛି । ଜିଲ୍ଳା ଶିକ୍ଷା ଅଧିକାରୀ ପ୍ରଦିପ କୁମାର ନାଗଙ୍କ ନିର୍ଦ୍ଦେଶ ପ୍ରକାରେ ସ୍କାଉର୍ଟ ଆଣ୍ଡ ଗାଇର୍ଡର ଜିଲ୍ଲା ସମ୍ପାଦକ ସଂଜୟ କୁମାର ପାତ୍ର ବିଦ୍ୟଳାୟର କ୍ରିଡା ଶିକ୍ଷକ ଅରୁଣ କୁମାର ପଣ୍ଡା, ଅମ୍ବିକା ପ୍ରସାଦ ସେଠୀ, ଏମ୍‌. ରାଜେନ୍ଦ୍ର ଦୋରା, ପ୍ରମୋଦ କୁମାର ନାୟକ, ନୋଡାଲ ଅଫିସର ଜିତେନ୍ଦ୍ର ପ୍ରଧାନ ଓ ସ୍ଥାନିୟ ସରପଂଚମାନଙ୍କ ସହଯୋଗରେ କେଚାପଙ୍କା, କାମ୍ପୁଗୁଡା, ତରାମାଳ ଓ ଜୁଡିପଥର ଆଦି ଗାଁଗୁଡିକୁ ଯାଇ ଜନସାଧାରଣଙ୍କୁ କରୋନ ସଂକ୍ରମଣରୁ ରକ୍ଷା ପାଇଁ କିଭଳି ହାତ ଧୋଇବା, ମାକ୍ସ ପିନ୍ଧିବା ଓ ସାମାଜିକ ଦୁରତ୍ୱ ବଜାରଇ ରଖିବା ସଚେନତ କରିବା ସହ ଜନସାଧାରଣଙ୍କୁ ମାକ୍ସ ବଂଟନ କରିବା ଘରଗୁଡିକୁ ର୍ସ୍ପେ କରି ବିଶୋଧନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ