ସ୍କୁଲରେ ଶିକ୍ଷା ଦିଆଯାଏ ବୈଶ୍ୟାବୃତ୍ତି
ସ୍କୁଲରେ ପାଠ ପଢ଼ାଯାଇଥାଏ । ତେବେ ଫ୍ରାନ୍ସରେ ଏପରି ସ୍କୁଲ ରହିଛି, ଯେଉଁଠି କେବଳ ପ୍ରାପ୍ତ ବୟସ୍କା ଯୁବତୀମାନେ ହିଁ ଅଧ୍ୟୟନ କରନ୍ତି । ଯୁବତୀମାନଙ୍କୁ ଏଠାରେ ବୈଶ୍ୟାବୃତ୍ତି କିଭଳି କରାଯିବ ସେ ସମ୍ପର୍କରେ ଶିକ୍ଷାଦାନ କରାଯାଇଥାଏ । ଏହି ସ୍କୁଲକୁ ଟ୍ରୋବାଜା କୁହାଯାଏ । ଦେହ ବେପାରରେ ଗ୍ରାହକଙ୍କ ସହ କିଭଳି କଥାବାର୍ତ୍ତା କରାଯିବ ତଥା ସେମାନଙ୍କୁ ସନ୍ତୁଷ୍ଟ କରିବାର ଉପାୟ ସମ୍ପର୍କରେ ଏହି ସ୍କୁଲରେ ତାଲିମ୍ ଦିଆଯାଏ । ଏହି ସ୍କୁଲକୁ ସରକାରଙ୍କ ସ୍ୱୀକୃତି ମଧ୍ୟ ମିଳିଛି । ଶିକ୍ଷା ସମାପ୍ତ ପରେ ଯୁବତୀମାନେ ଲାଇସେନ୍ସ କରି ବେଶ୍ୟାଳୟ ସ୍ଥାପନ କରିଥାନ୍ତି । ଦେଶରେ ବଳାକ୍ରାର ମାମଲା କମାଇବା ପାଇଁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି ।


