ଖୋର୍ଦ୍ଧା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ କରୋନା ପଜିଟିଭ 14/09/2020 YWPSENU8 0 Comments ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ କରୋନା ପଜିଟିଭ ଭୁବନେଶ୍ୱର,(ଓ୍ବାଇଏନ୍ଏସ୍):ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଓ ତାଙ୍କ ପତ୍ନୀ କରୋନା ପଜିଟିଭ ହୋଇଥିବା ନେଇ ନିଜେ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି। ସେ ଟ୍ବିଟରେ କହିଛନ୍ତି ଯେ, ଆମେ ସୁସ୍ଥ ଅଛୁ ଆମ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ଟେଷ୍ଟ କରାଇ ନିଅନ୍ତୁ। Spread the love