ସ୍ତ୍ରୀ ମୃତ୍ୟୁ ମାମଲାରେ ସ୍ୱାମୀ ଗିରଫ
ପୋଲିସ ଅଭିଯୁକ୍ତ ଡାକ୍ତର ରଞ୍ଜନ ଦାସଙ୍କୁ ଗିରଫ କରିଛି । ପୂର୍ବରୁ ଏହି ହତ୍ୟା ଘଟଣାରେପୋଲିସ ଶାଶୁ ଓ ଶ୍ୱଶୁର ଓ ଦେଢଶୁର ଆଗୁଆ ଜାମିନ ପାଇଥିଲେ । ସାତ ମାସ ହେଲା ସ୍ତ୍ରୀ ମୃତ୍ୟୁ ମାମଲାରେ ସ୍ୱାମୀ ଗିରଫ ଗଞ୍ଜାମ ଜିଲ୍ଲା ଛତ୍ରପୁର ବହୁ ଚର୍ଚ୍ଚିତ ଡାକ୍ତର ଅର୍ଚ୍ଚନା ଦାସ ହତ୍ୟା ଘଟଣାରେ ଫେରାର ଥିବା ଅଭିଯୁକ୍ତ ସ୍ୱାମୀ ଆଜି କୋର୍ଟରେ ଆତ୍ମସମର୍ପଣ କରିଛି । ଜାମିନ ପାଇଁ ତଳ କୋର୍ଟରେ ଆବେଦନ କରିଛି କିନ୍ତୁ ତଳକୋର୍ଟ ଖାରଜ କରିଦେଇଥିବାରୁ ଡାକ୍ତର ଅଞ୍ଜନକୁମାର ଦାସ କୁ ଜେଲକୁ ପଠାଇଦିଆଯାଇଛି । ଆସନ୍ତା ମାର୍ଚ୍ଚ ୨୦ ରେ ଏହାର ବିଚାରଣ ହେବ ବୋଲି ଧରାପଡିଛି ।