ସ୍ବର୍ଗତ ଧରଣୀଧର ସ୍ବାଇଁଙ୍କ ଦ୍ବାଦଶରେ ସ୍ମୃତି ସଭା

ଗଂଜାମ,(ଓ୍ବାଇଏନ୍ଏସ୍): ଗଞ୍ଜାମ ବ୍ଲକ ଅନ୍ତର୍ଗତ କଣ୍ଟିଆଗଡ଼ ଗ୍ରାମ ଠରେ ବଟେଶ୍ୱର ଶୈବପୀଠର ପୁର୍ବତନ ପରିଚାଳନା କମିଟି ସମ୍ପାଦକ, ଧର୍ମପରାୟଣ, ପରୋପକାରୀ, ଆମିକବେକ୍ତି , ମିଷ୍ଟାଭାସି ଧରଣୀଧର ସ୍ବାଇଁଙ୍କ ଦ୍ବାଦଶରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ପୂର୍ବତନ ଉପବାଚସ୍ପତି ତଥା ରାଜ୍ୟ କୃଷିବିପଣନ ବୋର୍ଡର ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ଭବେହେରା, ପୁର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପ୍ରଧାନ, ସମିତି ସଭ୍ୟ ଶତ୍ରୁଘନ ମହାଙ୍ଗୁଡ଼, ଛାୟାକାନ୍ତ ପ୍ରଧାନ, ସରପଞ୍ଚ ନିରଞ୍ଜନ ରେଡି, ସାମାରେଡି ,ପ୍ରଭାତ ସେଠି,,ଚନ୍ଦ୍ରମୋହନ ସାହୁ, ସନ୍ତୋଷ ସେଠି, ସରପଞ୍ଚ ପ୍ରତିନିଧି ଟୁକୁନା ଦଳେଇ, ପୁର୍ବତନ ଅଧକ୍ଷ ବୃନ୍ଦାବନ ପଲେଇ,ସିପିଏମ ନେତା ଯୋଗେଶ ସାହୁ, ଶିକ୍ଷାବିତ ବିଜୟ କୁମାର ବିଶ୍ୱାଳ, ସାମାଜସେବୀ କୃଷ୍ଣଚନ୍ଦ୍ର ପଲେଇ, ବଟେଶ୍ୱର ଶୈବପୀଠ ପରିଚାଳନା କମିଟି ସଭାପତି ପିତାମ୍ବର ସ୍ବାଇଁ, ସମ୍ପାଦକ ରଞ୍ଜିତ ପଲେଇ, ଅଷ୍ଟମ ବାଟାଲିୟନ ଆସିଷ୍ଟାଣ୍ଡ କମାଣ୍ଡର ମାନସ ରଞ୍ଜନ ମହାନ୍ତି, ସୁବେଦାର ବ୍ରହ୍ମାନନ୍ଦ ମଲ୍ଲିକ, ସୁରେନ୍ଦ୍ର ନାଥ ବେହେରା, ସାମ୍ବାଦିକ ମିଥୁନ ବାରିକ, ସୁରଜିତ ବେହେରା,ବସନ୍ତ ମହାରଣା ସକ୍ଷମ ସଭାପତି ବସନ୍ତ କୁମାର ସାହୁ, ଅପୂର୍ବା ୟୁଥ ଫାଉଣ୍ଡେସନର ସଭାପତି ପ୍ରଭାତ ସାହୁ, ବିଦ୍ୟାଧର ପ୍ରଧାନ, ଚକ୍ରପାଣି ପ୍ରଧାନ, ପ୍ରଶାନ୍ତ ସ୍ୱାଇଁ, ଅନ୍ତର୍ଯ୍ୟାମୀ ବେହେରା ପ୍ରମୁଖ ଯୋଗଦେଇ ସ୍ମୃତି ଚାରଣ କରିଥିଲେ । ଏକ ମାତ୍ର ପୁଅ ଯଶୋବନ୍ତ ସ୍ବାଇଁ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ