ସ୍ବର୍ଗତ ଭଗବାନ ବେହେରାଙ୍କ ଦ୍ୱାଦଶ କାର୍ଯ୍ୟକ୍ରମ ସ୍ମୁତି ସଭା
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ବର୍ଗତ ଭଗବାନ୍ ବେହେରା (କ୍ଲର୍କ୍) ଙ୍କ ର ଦ୍ବାଦଶାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଉକ୍ତ ସଭାରେ ଛତ୍ରପୁର ଏବିଇଓ ସୀତାରାମ ପାତ୍ର, ଓ ଏନଜିଏସ ଏସ ଟି ଇ ଏ ରାଜ୍ୟ ସମ୍ପାଦକ ପ୍ରଶାନ୍ତ ପତି, ରାଜ୍ୟ ଉପସଭାପତି ପଦ୍ମଚରଣ ପ୍ରଧାନ,ସହ-ସମ୍ପାଦକ ବିପ୍ରଚରଣ ସାହୁ, ଗଞ୍ଜାମ ଜିଲ୍ଲାର କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ ନାୟକ, ଜିଲ୍ଲା କୋଷାଧ୍ୟକ୍ଷ ଦୀନବନ୍ଧୁ ସ୍ବାଇଁ, ମାଧ୍ୟମିକ କର୍ମଚାରୀ ସଂଘର ସମ୍ପାଦକ ପର୍ଶୁରାମ୍ ପାତ୍ର, ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା ସଭାପତି ବିଷ୍ଣୁଚରଣ ପଣ୍ଡା , ସାଙ୍କୁଡା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବରାଜ୍ ମହାପାତ୍ର, ପୋଲିସ୍ ହାଇସ୍କୁଲ୍ ର ପ୍ରଧାନଶିକ୍ଷକ ଭାଗିରଥି ସ୍ବାଇଁ, ଆର. କେ ହାଇସ୍କୁଲ୍ ର ଶିକ୍ଷକ ଧୀରେନ୍ଦ୍ର ନାଥ ସଭାପତି, ଟାଙ୍ଗଣାପଲ୍ଲୀ (ବାଳିକା )ହାଇସ୍କୁଲ୍ ର ସୁଧିର ସେଠି (କ୍ଲର୍କ୍), ଗୋବିନ୍ଦପୁର ଏମ.ଇ ସ୍କୁଲ୍ ର ପ୍ରଧାନଶିକ୍ଷକ କୁମୁଦ ବେହେରା , ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁବାସ ଜେନା ଓ ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରହଲ୍ଲାଦ ମହାରଣା, ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଗ୍ରାମବାସୀ ଇତ୍ୟାଦି ସ୍ମୃତିଚାରଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ କ୍ରୀଡାଶିକ୍ଷକ ପ୍ରକାଶଚନ୍ଦ୍ର ପାଣିଗ୍ରାହୀ ପରିଚାଳନା କରିଥିଲେ।


