ସ୍ମିଥ୍‌ଙ୍କ ଶତକ ସତ୍ତ୍ବେ ଭାରତର ପ୍ରତ୍ୟାବର୍ତ୍ତନ

ନୂଆଦିଲ୍ଲୀ:  ରବୀନ୍ଦ୍ର ଜାଦେଜାଙ୍କ ୪ ୱିକେଟ୍ ସଫଳତା ଏବଂ ଶୁବମନ ଗିଲଙ୍କ ଆକର୍ଷଣୀୟ ପଦାର୍ପଣ ଅର୍ଦ୍ଧଶତକ ବଳରେ ଭାରତ ସିଡନି‌ ଟେଷ୍ଟ୍‌ରେ ପ୍ରତ୍ୟାବର୍ତ୍ତନ କରିବାର ଭଲ ସ‌ୁଯୋଗ ପାଇଛି। ଷ୍ଟିଭେନ୍‌ ସ୍ମିଥଙ୍କ ବହୁ ପ୍ରତୀକ୍ଷିତ ଶତକ ଏବଂ ମାର୍ନସ ଲାବୁସେନଙ୍କ ୯୧ ରନ୍‌ ସତ୍ତ୍ବେ ଅଷ୍ଟ୍ରେଲିଆକୁ ଭାରତୀୟ ବୋଲରମାନେ ୩୩୮ ରନ୍‌ରେ ରୋକି ଦେଇଛନ୍ତି। ଜବାବରେ ଦ୍ବିତୀୟ ଦିନ ଶେଷ ସୁଦ୍ଧା ଅଜିଙ୍କ୍ୟ ରାହାଣେଙ୍କ ଦଳ ୨ ୱିକେଟ୍ ବିନିମୟରେ ୯୬ ରନ୍ ସଂଗ୍ରହ କରିଛି। ହାତରେ ୮ ୱିକେଟ୍ ଥାଇ ଭାରତୀୟ ଦଳ ୨୪୨ ରନ୍ ପଛରେ ଥିବାରୁ ମ୍ୟାଚ୍‌ ସନ୍ତୁଳିତ ସ୍ଥିତିରେ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ