ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟନାୟକଙ୍କଶୀଘ୍ର ସୁସ୍ଥୁ କାମନା କଲେ କେନ୍ଦ୍ରମନ୍ତ୍ରୀ ପ୍ରଧାନ

ଭୁବନନଶ୍ୱର : ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକଙ୍କ ଅସୁସ୍ଥ ଖବର ପାଇଁ ଦୁୁଃଖ ପ୍ରକାଶ କରବିା ସହ ସାମାଜକି ଗଣମାଧ୍ୟମରେ ତାଙ୍କ ଆସୁଆରୋଗ୍ୟ କାମନା କରଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚକିତ୍ସିାଧୀନ ଥିବା ଖବର ମୁ ଶୁଣିଦୁୁଃଖିତ । ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ଅତୁଳନୀୟ । ତାଙ୍କର ଆସୁଆରୋଗ୍ୟ କାମନା କରୁଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁଶୀଘ୍ର ସୁସ୍ଥ କରନ୍ତୁ ମୋର ପ୍ରାଥନା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ