ସ୍ୱାମୀଙ୍କ ଚିକିତ୍ସା ପାଇଁ ନିବେଦନ କଲେ ପତ୍ନୀ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗୋପିନାଥପୁର ଗ୍ରାମର ଉପେନ୍ଦ୍ର ଜେନା ଦୀର୍ଘ ବର୍ଷ ହେବ କୁଷ୍ଠ ରୋଗରେ ପିଡିତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଅତିଶୟ କ୍ଷତ ସୃଷ୍ଟି ହେବା ଫଳରେ ଘରୁ ଉଠି ପାରୁନାହାନ୍ତି । ସେ ଜଣେ ଗରିବ ବ୍ୟକ୍ତି ହୋଇଥିବାରୁ ଚିକିତ୍ସା ପାଇଁ ଅର୍ଥ ସଂଗ୍ରହ କରିବା ତାଙ୍କ ପକ୍ଷେ କଷ୍ଟ ସାଧ୍ୟ ହୋଇପଡିଛି । ସ୍ୱାମୀଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବା ସହ ଟ୍ରାଇସାଇକେଲ ପ୍ରଦାନ କରିବାକୁ ପତ୍ନୀ ଜୟନ୍ତୀ ଜେନା ବିଡିଓଙ୍କ ଠାରେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ