ସ୍ୱାମୀ ସାଜିଲା ସଇତାନ

ଜଗତସିଂହପୁର ଜିଲ୍ଲା ସାନତିହଡା ଗ୍ରାମରେ ଘଟିଛି ଏକ ଲୋମଟାଙ୍କୁରା ଘଟଣା । ଯାହା ଅଂଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି ।ସାମାନ୍ୟ ପାରିବାରିକ କଳହକୁ କେନ୍ଦ୍ରକରି ସ୍ୱାମୀ ନିଜର ସ୍ତ୍ରୀକୁ ପେଟ୍ରୋଲ ଢାଳି ହତ୍ୟା କରିବା ଘଟଣା ବେଶଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଘରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଘଟଣା ଘଟାଇ ଅଭିଯୁକ୍ତ ସ୍ୱାମୀ ପ୍ରସନ୍ନ ରାଉତ ଥନାରେ ଆତ୍ମସମର୍ପଣ କରିଛି । ପୋଲିସ ଶବଜବତ କରିବା ସହ ପଞ୍ଚନାମା ନିମନ୍ତେ ମେଡିକାଲକୁ ପଠାଇବା ସହ ତଦନ୍ତ କାରୀ ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ