ସ୍ୱାୟତ ଶାସନ ଦିବସ ଅଭିନନ୍ଦନ ବିଜ୍ଞ।ପିତ ଅଞ୍ଚଳ ପରିଷଦ, ରମ୍ଭା, ଗଂଜାମ

ଋମ୍ଭା ବିଜ୍ଞ।ପିତ ଅଞ୍ଚଳ ପରିଷଦର ସମସ୍ତ ଭାଇ ଓ ଭଉଣୀମାନଙ୍କ ସମୁହ ଉ୍ନ୍ନତିର କାମନା କରି ଅଭନନ୍ଦନ ଜଣାଇବା ସହ ନିମ୍ନଲିଖିତ ବିସୟ ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ ।
(୧) ପରିଷଦର ସମସ୍ତ ଟିକଟ ଏବଂ ପାଉଣା ଠିକ୍ ସମୟରେ ପୈଠ କରନ୍ତୁ ।
(୨) ରାସ୍ତାଘାଟ ପରିଷ୍କାର ଓ ପରିଚ୍ଛନ୍ନ ରଖନ୍ତୁ । ରାସ୍ତା ଓ ଡ୍ରେନ୍ ଇତ୍ୟାଦି ଅବରୋଧ କରନ୍ତୁ ନାହିଁ । ରମ୍ଭାର ଜନସାଧାରଣ ପୃଥିକ କରଣ ବର୍ଜ୍ୟବସ୍ତୁ ପରିଚାଳନାରେ ସହଯୋଗ କରନ୍ତୁ ।
(୩) ରାସ୍ତାରେ ଗୃହପାଳିତ ପଶୁଙ୍କୁ ଛାଡି ସର୍ବସାଧାରଣଙ୍କ ଯାତାୟତରେ ବାଧା ସୃଷ୍ଟି କରନ୍ତୁ ନାହିଁ ।
(୪) ପରିଷଦର ବିନାଅନୁମତିରେ ନୂତନ ଗୃହ ନିର୍ମାଣ କିମ୍ଭା ମରାମତି କାର୍ଯ୍ୟକରନ୍ତୁ ନାହିଁ । ଟ୍ରେଡ ଲାଇସେନ୍ସ ଗ୍ରହଣ କରନ୍ତୁ ।
(୫) ଠିକ୍ ସମୟରେ ଜନ୍ମ ,ମୃତୁ୍ୟ ବିବାହ ପଂଜିକରଣ କରାଇନିଅନ୍ତୁ ।
(୬) ପରିବେଶ ପ୍ରଦୂଷଣରୁ ମୁକ୍ତ ରୁହନ୍ତୁ ।
(୭) ବୃକ୍ଷ୍ୟ ହିଁ ଜୀବନ । ପ୍ରତୈ୍ୟକ ଗୋଟାଏ ଲେଖାଏଁ ବୃକ୍ଷ୍ୟରୋପଣ କରି ସହରକୁ ସବୁଜ ଓ ସୁନ୍ଦର୍ ରଖନ୍ତୁ ।
(୮) ଉତ୍ତମ ସ୍ୱାସ୍ଥ କର ପରିବେଶ ,ରାସ୍ତା କଡରେ ମଳତ୍ୟାଗ କରନ୍ତୁ ନାହିଁ ।
ଏହି ସହର ଆପଣଙ୍କ ସହର । ଏହାର ଉନ୍ନତି ଆପଣଙ୍କ ସହଯୋଗ ଉପରେ ନିର୍ଭର କରେ ।
ଶ୍ରୀ ରବି ନାରାୟଣ ତ୍ରିପାଠୀ, ଓ.ପ୍ର.ସେ
ପ୍ରଶାସକ
ଶ୍ରୀ ସ୍ୱପ୍ନାରାଣୀ ପାଢୀ
ନିର୍ବାହୀ ଅଧିକାରୀ ବିଜ୍ଞ।ପିତ ଅଞ୍ଚଳ ପରିଷଦ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ