ହନୁମାନ ମନ୍ଦିରରେ ୧୦୮ ହନୁମାନ ଚାଳିଶା
ବ୍ରହ୍ମପୁର,(ଯୁଗାଦ୍ଦନ୍ୟୁଜ)-ସୋମବାର ପବିତ୍ର ଧନୁସଂକ୍ରାନ୍ତି ଉପଲକ୍ଷେ ସ୍ଥାନୀୟ ଅନ୍ଦପସରା ରୋଡ୍ ମନକାମନା ସିଦ୍ଧ ହନୁମାନ ମନ୍ଦିରରେ ମାରୁତି ସତ୍ସଙ୍ଗ ଓ ଦିବ୍ୟଜୀବନ ସଂଘ ଭକ୍ତ ମାନଙ୍କ ସହଯାଗରେ ୧୦୮ ହନୁମାନ ଚାଳିଶା ପ୍ଧଙ୍ଖ କରାଯାଇଥିଲା । ମହନ୍ତ ଶ୍ରୀ ନାଗାବାବା ହରିହର ଦାସ ସୁନ୍ଦୁର କାଣ୍ଡ ପାରାୟଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହଦେବ ପାତ୍ର,ସନ୍ତୋଷ ରଥ,ବାବୁଲି ପଣ୍ଡା, ବିପ୍ରଚରଣ ନାୟକ ଙ୍କ ସମେତ ବହୁ ଭକ୍ତ ଉପସ୍ଥିତ ଥିଲେ ।


