ବ୍ରହ୍ମପୁର,(ଯୁଗାବ୍ଦନ୍ୟୁଜ)- ମକର ସଂକ୍ରାନ୍ତି ଉପଲକ୍ଷେ ପୂର୍ତ୍ତ ବିଭାଗ ନିକଟସ୍ଥ ହନୁମାନ ମନ୍ଦିରରେ ମକର ଚାଉଳ ପୁଜା,ଆଳତୀ, ଏବଂ ୧୦୮ ହନୁମାନ ଚାଳିଶା ପାଠ କରାଯାଇଥିଲା । ୧୦୮ ଆଳତୀ ପରେ ଭକ୍ତମାନେ ପ୍ରସାଦ ସେବନ କରିଥିଲେ ।ଏହା କାର୍ଯ୍ୟକ୍ରମରେ କାମନା ପାଢୀ,ସତ୍ୟବାନ ପଟ୍ଟନାୟକ, ସହଦେବ ପାତ୍ର ଙ୍କ ସମେତ ବହୁ ଭକ୍ତ ଯୋଗଦେଇଥିଲେ ।