ହନୁମାନ ମନ୍ଦିର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଲକ ଶିଖର ପଂଚାୟତ ସାରେଇକୂଳସ୍ଥିତ ହନୁମାନ ମନ୍ଦିରର ବାର୍ଷିକ ଉତ୍ସବ ପାଇଁ ମା’ ଶ୍ୟାମାକାଳୀ ପୂଜା ମଣ୍ଡପରେ ପ୍ରସ୍ତୁତି ବୈଠକ ହୋଇଯାଇଛି । ମଂଟୁ ଜେନାଙ୍କ ପୌରୋହିତ୍ୟରେ ଆୟୋଜିତ ବୈଠକରେ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ସଂର୍ପକରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଶିଖର, ସାରେଇକୂଳ, ବିଲିପଡା ଗ୍ରାମର ପ୍ରର୍ଶୁରାମ ବାରିକ, ବେଣୁଧର ସ୍ୱାଇଁ, ନିରଂଜନ ବେହୁରା, ବିଷ୍ଣୁପ୍ରସାଦ ସ୍ୱାଇଁ, ଶଶିକାନ୍ତ ନାୟକ, ଭିକାରୀ ସ୍ୱାଇଁ, ପ୍ରଦୀପ ବିଶ୍ୱାଳ, ଶିଶିର କୁମାର ନାୟକ, ଜ୍ୟୋତିପ୍ରକାଶ ପରିଡା, ବାବୁରାମ ପରିଡା, ରଶ୍ମୀରଂଜନ ରାଉତ, ପ୍ରଶାନ୍ତ ବାରିକ, ଦୋଳଗୋବିନ୍ଦ ଲେଙ୍କା, ପ୍ରସନ୍ନ ସ୍ୱାଇଁ, ନୃସିଂହ ସ୍ୱାଇଁ, ବିପିନି ବିହାରୀ ବାରିକ, ଅନାଦି ବାରିକ , ରଘୁନାଥ ଲେଙ୍କା, ବିଷ୍ଣୁଚରଣ ପାଢୀ, ହରପ୍ରସାଦ ନାୟକ, ରଶ୍ମୀକାନ୍ତ ରାଉତ, ବିବେଜାନନ୍ଦ ସ୍ୱାଇଁଙ୍କ ସମେତ ଗ୍ରାମର ମୁରବିମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ