ହରିପୁର ଦୋଳମୁଣ୍ଡାଇ ଗ୍ରାମର କାର୍ଯ୍ୟକାରୀ ମହନ୍ତ ମନୋନୀତ

କଟକ, (ଦୀପକ୍ କୁମାର ବେଉରା):କଟକ ହରିପୁର ଦୋଳମୁଣ୍ଡାଇ ଗ୍ରାମର ଦୋଳ ଉତ୍ସବ ନିମନ୍ତେ ଗ୍ରାମ ଦେବୀ ମା ବିମଳାଙ୍କ ପୀଠରେ ମହାସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଗ୍ରାମର ଅଧିକାରୀ ଶ୍ରୀ ହରେକୃଷ୍ଣ ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ପ୍ରଥମେ ଶ୍ରୀ ଲିଙ୍ଗରାଜ ହାତୀଙ୍କୁ ହରିପୁର ଦୋଳମୁଣ୍ଡାଇ ଗ୍ରାମର କାର୍ଯ୍ୟକାରୀ ମହନ୍ତ ଭାବେ ଗ୍ରାମବାସୀ ମାନେ ମନୋନୀତ କରିଥିଲେ । ପରେ ଚଳିତ ବର୍ଷ ଦୋଳ ଉତ୍ସବକୁ କରୋନା ମହାମାରୀର ସମସ୍ତ କଟକଣାକୁ ଆଖି ଆଗରେ ରଖି ପାଳନ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଅନ୍ୟତମ ଅଧିକାରୀ ଶ୍ରୀ କ୍ଷୀରୋଦ ଚନ୍ଦ୍ର ମହାରଣା, ଅନ୍ୟତମ ମହନ୍ତ ଶ୍ରୀ ଗଜେନ୍ଦ୍ର ମହାରଣା,ପୂଜାକମିଟି ସଭାପତି ଶ୍ରୀ ପ୍ରଦୀପ ମୂଳିଆ,କଟୁଆଳ ଶ୍ରୀ ହରେକୃଷ୍ଣ ମୂଳିଆ,ଦେବ ମହାରଣା,ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ,କିଶୋର ପ୍ରଧାନ,ବାଉରିବନ୍ଧୁ ପରିଡା,ବିଜୟ ମୂଳିଆ,ମନିଆ ମହାରଣା,ଅଶୋକ ସାହୁ,ଟିକିନା ବେହେରା,ଶ୍ରୀବତ୍ସ ରାଉତ,ଗୋବିନ୍ଦ ମୂଳିଆ,ଶଙ୍କରା ମୂଳିଆ,ସନାତନ ସ୍ୱାଇଁ,କାବୁଲି ମୂଳିଆ,ଶଙ୍କରା ମହାରଣା,ଫେଲୁ ରାଉତ,ଟୁଟୁ ମୂଳିଆ,ଟନିଆ ମୂଳିଆ,କାହ୍ନ। ପ୍ରଧାନ, ହରେକୃଷ୍ଣ ଦାସ,ଆୟୁଷ ବେଉରିଆ,ମନୋଜ ହାତୀ,କାଳିଆ ବେହେରା,ଜଗବନ୍ଧୁ ମହାରଣା,ଶିବୁ ମୂଳିଆ,ପିଣ୍ଟୁ ମୂଳିଆ,ରକି ମୂଳିଆ,ଶିବ ମହାରଣା,ଗୁରୁଦେବ ମହାରଣା,ମଙ୍ଗୁଳି ମହାରଣା,କାଳିଆ ମହାରଣା,ରୋହିତ ମୂଳିଆ,ସୁନୀଲ ପ୍ରଧାନ,ବବୁଲୁ ମହାରଣା,ଅଶୋକ ମହାରଣା,ସୁକାନ୍ତ ପ୍ରଧାନ, ବିନୋଦ ମୂଳିଆ,ସନ୍ତୋଷ ବାରିକ,ବାବୁ ମୂଳିଆ,ରବିନ୍ଦ୍ର ରାଉତ,ଆକାଶ ମହାରଣା,ରାଜୁ ମୂଳିଆ, ପ୍ରମୁଖ ଉପସ୍ଥିତରେ ମା’ ବିମଳା ଦେବୀଙ୍କ ମୁଖ୍ୟ ପୂଜକ ଶ୍ରୀ ପ୍ରଭାକର ଦାସ ପୂଜାର୍ଚ୍ଚନା କରି ମାଙ୍କ ଆଶ୍ରିବାଦ କୃପା ଲାଭ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ