ହଲ ଅଫ ଫେମ ରେ ସ୍ଥାନ ପାଇଲେ ସଚିନ

(ଯୁଗାବ୍ଦ ନ୍ୟୁଜ) ଭାରତୀୟ. କ୍ରିକେଟ କୁ ନୂଆ ଦିଶା ଦେଇଥିବା ମାଷ୍ଟର ବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକର ଆଉ ଏକ ନୂଆ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । କ୍ରିକେଟ ର ଭଗବାନ କୁହାଯାଉଥିବା ଏହି ପୂର୍ବତନ ଖେଳାଳୀ ଙ୍କ ସହ ଦକ୍ଷିଣ ଆଫ୍ରିକାର ପୂର୍ବତନ ବୋଲର ଆଲନ ଡୋନାଲର୍ଡ ଆଇସିସି ରଲବ ହଲ ଅଫ ଫେମ ରେ ସ୍ଥାନ ପାଇବାକୁ ଯାଉଛନ୍ତି ।ଗତ କାଲି ଲଣ୍ଡନରେ ଆଇସିସି ପକ୍ଷରୁ ଆୟୋଜିତ ଏକ ଉତ୍ସବ ରେ ସଚିନ କହିଥିଲେ ହଲ ଅଫ ଫେମ ରେ ସ୍ଥାନ ପାଇଥିବାରୁ ମୁଁ ବହୁତ ଖୁସି । ଏହା ତାଙ୍କ ପାଇଁ ଏକ ବଡ ସମ୍ମାନ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ