ହାଇକୋର୍ଟ ରେ ସାରଥୀ ଙ୍କୁ ମିଳିଳା ଜାମିନ

(ଯୁଗାବ୍ଦ ନ୍ୟୁଜ) ନିଜକୁ ଆତ୍ସଘୋଷିତ ଭଗବାନ ସଜାଇଥିବା ସାରଥି ବାବ ଆଲିଆସ ସନ୍ତୋଷ ରାଉଳ ୪ବର୍ଷ ଜେଲ ରେ ରହିବା ପରେ ମାନ୍ୟବର ହାଇକୋର୍ଟ ଆଜି ତାଙ୍କୁ ସର୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ କେନ୍ଦ୍ରାପଡ଼ା ବାରିମୂଳସ୍ଥିତ ସାରଥି ଆଶ୍ରମର ଅନ୍ତେବାସୀ ମା ଓ ଝିଅ ଙ୍କ ପକ୍ଷରୁ ଚାଲିଥିବା ମାମଲାରେ ହାଇକୋର୍ଟ ସର୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ସନ୍ତୋଷ ରାଉଳ ଙ୍କ ବିରୁଦ୍ଧରେ ୩ ଟି ମାମଲା , ଥିଲା ପୂର୍ବରୁ ଦୁଇଟି ମାମଲାରେ ସାରଥି ଙ୍କୁ ଜାମିନ ମିଳିସାରିଛି । ୨ଲକ୍ଷ ଟଙ୍କାର ୨ ଟି ଜାମିନଦାର ବଦଳରେ ହାଇକୋର୍ଟ ସର୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ