ହାଇଦ୍ରାବାଦ ଏନକାଉଣ୍ଟର ମାମଲାର ବିଚାର କରିବେ ସୁପ୍ରିମକୋର୍ଟ

ହାଇଦ୍ରାବାଦ , (ଯୁଗାବ୍ଦ ନ୍ୟୁଜ ) : ହାଇଦ୍ରାବାଦ ଗଣ ଦୁଷ୍କର୍ମ ଘଟଣାରେ ପୋଲିସ ଏନକାଉଣ୍ଟର କରିଥିବା ୪ ଅଭିଯୁକ୍ତଙ୍କ ଉପରେ ଉଠୁଥିବା ପ୍ରଶ୍ନକୁ ନେଇ ମାନବାଧିକାର କର୍ମୀମାନେ ଭିନ୍ନ ଭିନ୍ନ ମତ ଦେଉଥିବାବେଳେ ବୁଧବାର ଆଗତ ହୋଇଥିବା ପିଟିସନ ଉପରେ ସୁପ୍ରିମ କୋର୍ଟ ଶୁଣାଣୀ କରିବେ । ବହୁ ଶୀଘ୍ର ଏହି ମାମଲାର ଶୁଣାଣୀ କରାଯିବ ବୋଲି ପ୍ରଧାନବିଚାରପତି ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ସମ୍ମତି ପ୍ରକାଶ କରିଛନ୍ତି । ସୁଚନାଥାଉକି , ଏହି ଏନକାଉଣ୍ଟରକୁ ବେଆଇନ ଦର୍ଶାଇ ଜି.ଏସ ମଣି ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ