ଗଞ୍ଜାମ ଜିଲ୍ଳା ଜଗନ୍ନାଥ ପ୍ରସାଦ ଗ୍ରାମ ଅନ୍ତର୍ଗତ ଜାମଗରଡା ମୁଖ୍ୟ ରାସ୍ତାରେ ହାଇୱା ଧକ୍କାରେ ଜଣେ ବାଇକ ଆରୋହୀ ମୃତ୍ୟୁ ଘଟିଛି । ସୁଚନା ଅନୁଯାୟୀ ହାଇୱା ଗାଡି ଯାଉଥିବା ସମୟରେ ବାଇକ ଚାଳକ ଜଣକ ଓଭରଟେକ କରୁଥିବା ସମୟରେ ବାଇକ ଚାଳକ ହାଇୱା ଧକ୍କା ର ଶୀକାର ହୋଇଥିଲେ ଯୁବକ । ମୃତ ଯୁବକଙ୍କ ଶବକୁ ଉଦ୍ଧାର କରାଯାଇଛି ।