ହାଟଡିହିରେ ପଲସ ପୋଲିଓ କାର୍ୟ୍ୟକ୍ରମର ଶୁଭାରମ୍ଭ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଶାଳନିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ପଲସ ପୋଲିଓ କାର୍ୟ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି କ୍ଷ ଆଜି ର ଏହି କାର୍ୟ୍ୟକ୍ରମ କ୍ରମରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଚିକିତ୍ସା ଅଧିକାରୀ ଡ଼ ପ୍ରଭାତ ଚନ୍ଦ୍ର ନାୟକ ଶାଳନିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରଥମେ ଏକ ଶିଶୁ କୁ ପୋଲିଓ ବୁନ୍ଦା ଖୁଆଇ ଶୁଭାରମ୍ଭ କରିଥିଲେ କ୍ଷ କେନ୍ଦୁଝର ଜିଲ୍ଲା ର ସଂକ୍ରକ୍ଷମକ ରୋଗ ଅଧିକାରୀ ଡ଼ ଜ୍ୟୋତି ରଞ୍ଜନ ରାଉତ ବିଭିନ ପୋଲିଓ କେନ୍ଦ୍ର ପରିଦର୍ଶନ କରିଥିଲେ କ୍ଷ ଆଜି ପ୍ରଥମ ଦିନରେ ମୋଟ ୧୩୮୭୩ ଶିଶୁ ଙ୍କୁ ପୋଲିଓ ବୁନ୍ଦା ଦିଆଯାଇଛି ବୋଲି । ବିପିଏମ ଚନ୍ଦନ କୁମାର ସାହୁ ପ୍ରକାଶ କରିଛନ୍ତି କ୍ଷହାଟଡିହି ବ୍ଲକ ଶାଳନିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ପଲସ ପୋଲିଓ କାର୍ୟ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି କ୍ଷ ଆଜି ର ଏହି କାର୍ୟ୍ୟକ୍ରମ କ୍ରମରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଚିକିତ୍ସା ଅଧିକାରୀ ଡ଼ ପ୍ରଭାତ ଚନ୍ଦ୍ର ନାୟକ ଶାଳନିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରଥମେ ଏକ ଶିଶୁ କୁ ପୋଲିଓ ବୁନ୍ଦା ଖୁଆଇ ଶୁଭାରମ୍ଭ କରିଥିଲେ କ୍ଷ କେନ୍ଦୁଝର ଜିଲ୍ଲା ର ସଂକ୍ରକ୍ଷମକ ରୋଗ ଅଧିକାରୀ ଡ଼ ଜ୍ୟୋତି ରଞ୍ଜନ ରାଉତ ବିଭିନ ପୋଲିଓ କେନ୍ଦ୍ର ପରିଦର୍ଶନ କରିଥିଲେ କ୍ଷ ଆଜି ପ୍ରଥମ ଦିନରେ ମୋଟ ୧୩୩୨୧ ଶିଶୁ ଙ୍କୁ ପୋଲିଓ ବୁନ୍ଦା ଦିଆଯାଇଛି ବୋଲି । ବିପିଏମ ଚନ୍ଦନ କୁମାର ସାହୁ ପ୍ରକାଶ କରିଛନ୍ତି କ୍ଷ ଏହି କାର୍ୟ୍ୟକ୍ରମ ରେ ୩୨୨ ଜଣ କର୍ମଚାରୀ, ୧୬ ଜଣ ସୁପରଭାଇଜର ଓ ୨ ମୋବାଇଲ ଟିମ ନିୟୋଜିତ କରାଯାଇଛି କ୍ଷ ଆଗାମୀ ଦୁଇଦିନରେ ସ୍ୱାସ୍ଥ୍ୟ କର୍ମଚାରୀ, ଆଶା ଓ ଅଙ୍ଗନବାଡି କର୍ମୀ ଘର ଘର ବୁଲି ଖାଈନଥିବା ଶିଶୁ ମାନଙ୍କୁ ପୋଲିଓ ବୁନ୍ଦା ଖୁଆଇବେ ବୋଲି ଜଣାପଡିଛି କ୍ଷ ଏହି କାର୍ୟ୍ୟକ୍ରମ କୁ ଈଚଗ ଚନ୍ଦନ କୁମାର ସାହୁ, ଡାଟା ପରିଚାଳକ ପ୍ରଦୀପ ଦାସ, ଅଞ୍ଜନ କୁମାର ମହାନ୍ତ, ସ୍ମୃତି ସ୍ୱରୂପ ପୁହାଣ, ମହିଳା ପରିଦର୍ଶିକା ନିରୁପମା ଦାସ ପ୍ରମୁଖ ପରିଚାଳନା କରୁଛନ୍ତି I