ହାଟଡିହି କଲେଜରେ ଜାତୀୟ ସେବା ଦିବସ ପାଳିତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟରେ ଜାତୀୟ ସେବା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କଲେଜର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା କଲେଜ ପରିସର ସଫେଇ କରାଯାଇଥିଲା । ଏଥିଲାଗି କଲେଜ ପରିସରରେ ଆୟୋଜିତ ଏକ ସଭାରେ ଅଧ୍ୟକ୍ଷ ଚିତ୍ତରଞ୍ଜନ ରାଉତ, ଏନଏସଏସ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଚକ୍ରଧର ଦାସ, ନିଲମ ସ୍ୱାଇଁ, ରବିନ୍ଦ୍ର ନାଥ ଜେନା, ଗଙ୍ଗାଧର ପରିଡା, ଜଳଧର ଦାଶ, ମିନତୀ ବାସ୍କେ, ମିନାକ୍ଷୀ ଧୁରିଆ, ସନାତନ ଖୁଣ୍ଟିଆ ପ୍ରମୁଖ ଯୋଗଦେଇ ସେବାର ମହତ୍ୱ ସମ୍ପର୍କରେ ମତ ରଖିବା ସହିତ ଛାତ୍ରଛାତ୍ରୀ ମାନେ ମଧ୍ୟ ନିଜ ନିଜର ଅଭିଭାଷଣ ରଖିଥିଲେ । ଏଥିରେ ଛାତ୍ର ତାରିଣୀ ପ୍ରସାଦ ସେଠୀ, ଦିଲ୍ଲିପ କୁମାର ମଣ୍ଡଳ, ଲିପୁନ କୁମାର ଜେନା, ତପସ୍ୱିନୀ ମହାନ୍ତି, ଲିଲି ଜେନା, ଜନ୍ମେଜୟ ବେହେରା, ଗୀତାଞ୍ଜଳୀ ମାଝୀ, ଅବିନାଶ ତ୍ରିପାଠୀ, ଦେବାଶିଷ ସାହୁ, ମାନସ କୁମାର ଜେନା, ସୁଧାଶୁଂ ଶେଖର ନାୟକ, ଅଭିଷେକ ପରିଡା, ଆର୍ଶୁ ବାସ୍କେ, ସୀତା କିସ୍କୁ, ସୂର୍ଯ୍ୟମଣୀ ରାଉତ, ଉମେଶ ଖଟୁଆ, ଅର୍ଚ୍ଚନା ନାୟକ, ଶଶିକାନ୍ତ ଜେନା, ଶ୍ରାବଣୀ ଜେନା, ସୁଭଦ୍ରା ଜେନା, ରାଜେନ୍ଦ୍ର ସେଠୀ, ବଳରାମ ମହାନ୍ତି, ସଞ୍ଜୟ କୁମାର ଦାସ, ବର୍ଷାଣାରୀ ସେଠୀ, ଶୁଭଶ୍ରୀ ସାହୁ, ରାଜଶ୍ରୀ ଜେନା, ରିତୁ ପଣ୍ଡା, ଅନାମିକା ପ୍ରଧାନ, ସନ୍ତୋସିନୀ ଜେନା, ଶ୍ରୀହରି ନାୟକ, ମନୋରମା ଜେନା, ବୈଶାଖି ସାହୁ, ସୁପ୍ରୀୟା ପ୍ରୀୟଦର୍ଶନୀ ଜେନା, ଶୁଭଶ୍ରୀ ଶଙ୍ଖୁଆଳ, ସୁଚିତ୍ରା ନାୟକ, ଉତ୍ପଳା ନୟନୀ ବେହେରା, ରଜିତ କୁମାର ମଲ୍ଲିକ, ସ୍ୱପ୍ନାରାଣୀ ଶଙ୍ଖୁଆ, ସୀମାରାଣୀ ସେଠୀ, ମୋନାଲିସା ନାୟକ, ଅର୍ପିତା ବେହେରା, ଷୁଭଲକ୍ଷ୍ମୀ ସେନାପତି, ସୁଶ୍ରୀ ସଂଗୀତା ରାଉତ, ଜ୍ୟୋତିର୍ମୟୀ ସାହୁ, ଇତିଶ୍ରୀ ଶଙ୍ଖୁଆ ପ୍ରମୁଖ ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ