ହାଟଡିହି ତହସିଲଦାରଙ୍କ ବଦଳି

ହାଟଡିହି,(ବିକାଶ ବିଶ୍ୱାଳ) : ହାଟଡିହି ତହସିଲଦାର ଗାୟତ୍ରୀ ସୋରେନଙ୍କ ବଦଳି ହୋଇଯାଇଛି । ରାଜ୍ୟ ସରକାରଙ୍କ ଚିଠିନଂ୩୨୯୩୨ ତା ୧୫/୧୧/୨୦୨୦ରେ ହୋଇଥିବା ନିର୍ଦ୍ଦେଶନାମା ଅନୁଯାଇ ହାଟଡିହି ତହସିଲଦାର ଗାୟତ୍ରୀ ସୋରେନଙ୍କୁ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇଥିବାବେଳେ ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସହକାରୀ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିବା କିର୍ତ୍ତନ ବିହାରୀ ଓଝାଙ୍କୁ ହାଟଡିହି ତହସିଲଦାର ଭାବେ ନିଯୁକ୍ତି ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ