ହାଟଡିହି ବ୍ଲକରେ ବିଜୟୀ ସରପଞ୍ଚ ଓ ସମିତିସଭ୍ୟ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହ ବ୍ଲକରେ ଗତକାଲି ଗଣତି ହୋଇଥିବା ୩୫ନମ୍ବର ଜୋନ ଅଧିନସ୍ଥ ୭ଟି ପଞ୍ଚାୟତର ସମସ୍ତ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏଥିରେ ଢ଼େଙ୍କା ପଞ୍ଚାୟତର ସରପଞ୍ଚ ଭାବେ ସୁବାସିନୀ ସେଠୀ, ସମିତିସଭ୍ୟ ଭାବେ ସୁକାନ୍ତୀ ବିଶ୍ୱାଳ, ସଢ଼ା ପଞ୍ଚାୟତର ସରପଞ୍ଚ ଭାବେ ସାଗରୀକା ଜେନା ଓ ସମିତିସଭ୍ୟ ଭାବେ ଶ୍ରୀକାନ୍ତ ନାୟକ, ଜମ୍ଭୀରା ପଞ୍ଚାୟତର ସରପଞ୍ଚ ଭାବେ ଘନଶ୍ୟାମ ମଲ୍ଲିକ ଓ ସମିତିସଭ୍ୟ ଭାବେ ପ୍ରୀତିପଦ୍ମା ରାଉତ, ପନ୍ଦାଡୋ ପଞ୍ଚୟତର ସରପଞ୍ଚ ଭାବେ ସଶ୍ମୀତା ଓଝା ଓ ସମିତିସଭ୍ୟ ଭାବେ ଅନିରୁଦ୍ଧ ବେହେରା, ହାଟଡିହି ପଞ୍ଚାୟତର ସରପଞ୍ଚ ଭାବେ ଚିନ୍ମୟ ନାୟକ ଓ ସମିତିସଭ୍ୟ ଭାବେ କୈଳାଶ ରାଉତ, ଶାସଙ୍ଗ ପଞ୍ଚାୟତର ସରପଞ୍ଚ ଭାବେ ମଧୁମିତା ସ୍ୱାିଁ ଓ ସମିତିସଭ୍ୟ ଭାବେ ଜଗଦାନନ୍ଦ ଜେନା, ମରୈଗାଁ ପଞ୍ଚାୟତର ସରପଞ୍ଚ ଭାବେ ସତ୍ୟଭାମା ଜେନା ଓ ସମିତିସଭ୍ୟ ଭାବେ କିଶୋର କୁମାର ସୋରେନ ବିଜୟୀ ହୋଇଥିବା ସୁଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ