ହାତୀଆ ସ଼ଙ୍ଗରୋଧ ଗୃହରେ ଅସହାୟ ଲୋକଙ୍କୁ ବିଜେପି ତରଫରୁ ଶୁଖିଲା ଖାଦ୍ୟ,ମାସ୍କ ଓ ସାନିଟାଇଜେସନ ବଣ୍ଟନ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ବାଳ):ମହାମାରୀ ‘କରୋନା’ ଭୂତାଣୁ ସଂକ୍ରମଣ ପ୍ରତିହତ ପାଇଁ ସରକାର ଲକ୍ ଡାଉନ୍ ଜାରି ରଖିଛନ୍ତି । ଏଥିରେ ବେଶି ଅସୁବିଧାରେ ପଡ଼ିଛନ୍ତି ଅକର୍ମଣ୍ୟ, ଅଜଣା,ଦିବ୍ୟାଙ୍ଗ, ଭୂମିହୀନ , ନିରାଶ୍ରୟ, ଭିକାରୀ, ଅସହାୟ ବୁଢ଼ାବୁଢ଼ୀ ପାଇଁ ପ୍ରମୁଖ। । ସେମାନଙ୍କୁ ପ୍ରଶାସନ ପକ୍ଷରୁ ହାତିଆ ପ୍ରାଥମିକ ବିଦ୍ୟାଳୟ ସଙ୍ଗରୋଧ ଗୃହରେ ରଖା ଯାଇଛି । ସେମାନଙ୍କ ପାଇଁ ରାଇରଙ୍ଗପୁର ବ୍ଲକ ବିଜେପି ତରଫରୁ ସଭାପତି ଅଵୋକ ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟ ସୁଗଦା ମାରାଣ୍ଡି,ନୁନାରାମ ମାଝୀ,ଜିତେନ୍ ମୁଣ୍ଡାରୀ,ଅରୁଣ ଗିରି, ଅଦ ମୁଣ୍ଡା ପ୍ରମୁଖ ପହଞ୍ଚି ଅସହାୟ ମାନଙ୍କୁ ଶୁଖିଲାଖାଦ୍ୟ,ମାସ୍କ,ସାନିଟାଇଜେସନ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ