ହାତୀ ଆକ୍ରମଣରେ ଗୋଟିଏ ଗାଈ ମୃତ

ଅନୁଗୋଳ(ଜୁଗାବ୍ଦ ନ୍ୟୁଜ୍) ଅନୁଗୋଳ ଜିଲ୍ଲା ଅନୁଗୋଳ ବନଖଣ୍ଡ ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ କଣଲୋଇ ପଞ୍ଚାୟତ କର୍ଣ୍ଣପାଳ ଗ୍ରାମ ନିକଟସ୍ଥ କାଜୁବଗିଚାରେ ଗୁରୁବାର ସକାଳେ ହାତୀପଲ ଆକ୍ରମଣରେ ଏକ ଗାଈର ମୃତ୍ୟୁ ଘଟିଛି। ହାତୀପଲ ଆକ୍ରମଣରେ ଗୋରୁ ଟି ମରିଥିବା ଜଣା ପଡିଛି କ୍ଷ ଘଟଣାରୁ ଜଣାପଡିଛି, ନୂଆଗାଁ ଲୁଣମାଟି ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଏକ ହାତୀପଲ କଣଲୋଇ ସଂରକ୍ଷିତ ଜଙ୍ଗଲକୁ ଗଲାବେଳେ କର୍ଣ୍ଣପାଳ କାଜୁ ବଗିଚାରେ ଚରୁଥିବା ଏକ ଗାଈକୁ ଆକ୍ରମଣ କରିଥିଲେ। ଖବରପାଇ ହାତୀସ୍କ୍ବାର୍ଡ ଘଟଣା ସ୍ଥଳରେ ପହଞ୍ଚି ହାତୀପଲକୁ ଘଉଡାଇବାକୁ ଉଦ୍ୟମ ଜାରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ