ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ଚୌଦ୍ୱାର,(ଦୀପକ୍ କୁମାର ବେଉରା): ଟାଙ୍ଗୀ ଚୌଦ୍ୱାର ବ୍ଲକ ନୂଆ ଗାଁ ସ୍ଥିତ ଭରାଣ୍ଡି ଗହିର ବିଲରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆଜି ସକାଳୁ ରତ୍ନାକର ବେହେରା (୮୫) ବୁଢା ଲିଙ୍ଗ ବାସିନ୍ଦା ନିଜ ବିଲକୁ ଧାନ କାଟିବା ପାଇଁ ଯାଇଥିବା ବେଳେ ହାତୀ ସମ୍ମୁଖରେ ପଡିଯାଇଥିଲେ । ଫଳରେ ୧୨ ଟିକିଆ ହାତୀ ପଲ ରତ୍ନାକର ଙ୍କ ଉପରେ ଚଢ଼ି ଯିବା ଫଳରେ ଘଟଣାସ୍ଥଳରେ ପ୍ରାଣବାୟୁ ଉଡ଼ିଯାଇଥିଲ । ଦିନକୁ ଦିନ ହାତୀ ପଲ ସହର ମୁଖା ହେଉଥିବାରୁ ଚୌଦ୍ଵାର ଓ ଏହାର ଆଖପାଖ ଅଞ୍ଚଳରେ ଭୟ ର ବାତାବରଣ ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ