ହାତୀ ଛୁଆ ମୃତ୍ୟୁ ଘଟଣାରେ ୨ ନିଲମ୍ବିତ

କେନ୍ଦୁଝର: ହାତୀ ଛୁଆ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏନେଇ ୨ଜଣଙ୍କୁ ନିଲମ୍ବିତ କରାଯାଇଛି । ସେମାନେ ହେଲେ ବଡ଼ବିଲ ଫରେଷ୍ଟର ଓ ଗୁଆଲୀ ଫରେଷ୍ଟ ଗାର୍ଡ । ଦାୟିତ୍ୱରେ ଅବହେଳା ପାଇଁ ଉଭୟଙ୍କୁ କେନ୍ଦୁଝର ଡିଏଫଓ ନିଲମ୍ବିତ କରିଛନ୍ତି । ଗତ ୨ ଦିନ ତଳେ ସିଦ୍ଧବାଲି ଜଙ୍ଗଲରୁ ଏକ ହାତୀଛୁଆର ମୃତଦେହ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ