ହିନ୍ଦୀ ଦିବସ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଜେଲ ରୋଡ଼ ସ୍ଥିତ ୟୁରୋ ସ୍କୁଲ ପକ୍ଷରୁ ହିନ୍ଦୀ ଦିବସ ମହାସମାରୋହ ପାଳିତ ହୋଇଯାଇଛି l ସ୍କୁଲ ର ପ୍ରିନସିପାଲ ପ୍ରମୋଦ କୁମାର ମିଶ୍ର ଓ ମୁଖ୍ୟ ପୃଷ ପୋଷାକ ସସ୍ମିତା ମହାପାତ୍ର ହିନ୍ଦୀ ଦିବସ ର ମହତ୍ୱ ଉପରେ ଆଲୋକପାତ କରିଥିଲେ l ଏହି ଅବସରରେ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ହେବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ