ହିନ୍ଦୁ ଦେବା ଦେବୀ ମନ୍ଦିର ସୁରକ୍ଷା ପାଇ ସଂକଳ୍ପ ନେଲା ଦେବସେନା ସଂଗଠନ
ଜମନକିରା, (ଲିପନ ନାଏକ ):ସମ୍ବଲପୁର ଜିଲ୍ଲା ରାଷ୍ଟ୍ରୀୟ ହିନ୍ଦୁ ସଂଠନର ଦେବସେନା ପକ୍ଷରୁ ଆଜି ଜମନକିରା ମଣ୍ଡଳ ଗଉଡ ପାଲି ଗ୍ରାମ ରେ ବୈଠକ ଅନୁଷ୍ଟିତ ହୋଇଛି l ଏହି ବୈଠକ ରେ ପଶ୍ଚିମ ପ୍ରାନ୍ତ ପ୍ରଭାରୀ ଭିକୁ ଭାଇ ଏବଂ କାହ୍ନୁଚରଣ ଶାସିନି ଓ ସମସ୍ତ ଦେବ ସୈନିକ ଭାଇ ମାନଙ୍କ ଦ୍ଵାରା ମଠ ,,ମନ୍ଦିର ,,ହିନ୍ଦୁ ଦେବା ଦେବୀ ଓ ଗୋମାତା ସୁରକ୍ଷା ପାଇଁ ବିସ୍ତୃତ ଆଲୋଚନା କରାଯାଇଛି ,,! ଆଗାମୀ ଦିନରେ ସମସ୍ତ ଦେବସୈନିକ ଭାଇ ମାନଙ୍କ ଦ୍ଵାରା ସଂଗଠିତ ହୋଇ ବିଧର୍ମୀ ମାନଙ୍କୁ ଉଚିତ୍ ଜବାବ୍ ଦିଆଯିବ ବୋଲି ନିଷ୍ପତି ନିଆଯାଇଥିଲା l