ହିମାଚଳ ପ୍ରଦେଶ ର ନୂତନ ରାଜ୍ୟପାଳ ହେଲେ କାଲରାଜ ମିର୍ଶ
ହିମାଚଳ ପ୍ରଦେଶ ଓ ଗୁୁରାଟ ର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ହିମାଚଳ ପ୍ରଦେଶ ର ରାଜ୍ୟପାଳ ଥିବା ଆଚାର୍ଯ୍ୟ ଦେବବ୍ରତ ଙ୍କ ୁ ଗୁଜୁରାଟ ର ରାଜ୍ୟପାଳ ଭାବେ ନିଯୁକ୍ତି ହୋଇଛନ୍ତି । ଅନ୍ୟପଟେ ବିଜେପି ର ବରିଷ୍ଠ ନେତା କାଲରାଜ ମିର୍ଶ ଙ୍କୁ ହିମାଚଳ ପ୍ରଦେଶ ର ରାଜ୍ୟପାଳ ଭାବେ ନିଯୁକ୍ତି ନେଇଛନ୍ତି ଏହି ପୂର୍ବତନ କେନ୍ଦ୍ରମନ୍ତ୍ରୀ ।


