ହିମାଳୟ ପର୍ବତ ଶିଖରେ ଜାତୀୟ ପତାକା ଉଡାଇଲେ ୧୭ ପର୍ବତାରୋହି
କଳାହାଣ୍ଡି,(ଯୁଗାବ୍ଦ ନ୍ୟୁଜ୍): ଦୃଢ ଇଚ୍ଛା ଶକ୍ତି ଓ ମନୋବଳ ଦୃଢତାରେ ପ୍ରଥମ ଥର ପାଇଁ ପର୍ବତାରୋହି ଅନିମୋ ସାହୁଙ୍କ ଓ ଡକ୍ଟର ସତ୍ୟପୀର ପ୍ରଧାନ ଙ୍କ ନେତୃତ୍ୱରେ ୧୭ ଜଣ ପର୍ବତ ଆରୋହଣ କରିବା ସହ ଶିଖରରେ ପହଞ୍ଚି ଭାରତୀୟ ପତାକା ଉଡାଇବା ଦେଶ ପାଇଁ ଗର୍ବ ଓ ଗୈାରବ ସହ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି । ଗତ ଡିସେମ୍ବର ୨୬ ତାରିଖ ଦିନ ବଲାଙ୍ଗୀରରୁ ଯାତ୍ରା ଆରମ୍ଭ କରି ନୂତନ ବର୍ଷ ୨୦୨୦ ମସିହା ୧ ତାରିଖ ସକାଳ ୯ ଘଣ୍ଟା ସମୟରେ ପଶ୍ଚିମବଙ୍ଗ ଏବଂ ନେପାଳର ଇଲ୍ଲାମ ସ୍ଥିତ ପୂର୍ବ ହିମାଳୟ ଉଚ୍ଚତର ଗିରିଶୃଙ୍ଗ ମାଉଣ୍ଟ ସଂନ୍ଦାକ୍ଫ (୧୨,୪୨୦) ଫୁଟ୍ ହାଡ ଭଙ୍ଗା ଶୀତକୁ ଖାତିର ନକରି ଦୁଃସାହାସିକତା ର ପରିଚୟ ଦେଇଛନ୍ତି । ହାଡ ଭଙ୍ଗା ଶୀତରେ